Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ଶୁକ୍ରବାର ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବ୍ଳକ ଡ୍ରାଇଭର ସଂଘ ସଭାପତି କାମଦେବ ଭୋଇ ଙ୍କ ସଭାପତିତ୍ୱ ରେ ସଂଘ ର କର୍ମକର୍ତ୍ତା ମାନେ ଯୋଗ ଦେଇ କେକ କାଟିବା ସହ ଡ୍ରାଇଭର ଦିବସ ପାଳନ ର ଲକ୍ଷ୍ୟ ଉଦେଶ୍ୟ ସହିତ ସଂଘ କୁ ମଜବୂତ କରିବା,ନିଶା ସେବନ କୁ ବିରୋଧ କରିବା ଓ ଦ୍ରୁତ ଗତିରେ ଗାଡି ନ ଚଲେଇବାକୁ ଆଲୋଚନା କରିଥିଲେ।ଏଥିରେ କର୍ଲାମୁଣ୍ଡା ବ୍ଳକର ସମସ୍ତ ଡ୍ରାଇଭର ଯୋଗଦେଇଥିଲେ