Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୋକାକୁଳ ପରିବାର କୁ ଭେଟିଲେ ନଗେନ୍ଦ୍ର ପ୍ରଧାନ

ସମ୍ବଲପୁର:ସମ୍ବଲପୁର ପୂର୍ବତନ ଲୋକସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ନଗେନ୍ଦ୍ର କୁମାର ପ୍ରଧାନ ଆଜି ବିଜେଡ଼ି ମହାନଗର ସଭାପତି ପ୍ରଫୁଲ କୁମାର ଦାଶଙ୍କ ଧର୍ମପତ୍ନୀ ସ୍ୱର୍ଗତା ରୀନା ଦାଶଙ୍କ ବିୟୋଗ ଖବର ଶୁଣି ତାଙ୍କ ଦୁର୍ଗାପାଲି ସ୍ଥିତ ବାସଭବନରେ ପହଞ୍ଚି ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି ସମୟରେ ବିଜେଡିର ସରୋଜ ସାହୁ,ଦୁଲାଲ ରାୟ,ସତ୍ୟେନ୍ଦ୍ର କୁମାର ଦାଶ,ସହଦେବ ଗୁରୁ ଓ ସୁଧାଂଶୁ ମହାରଣା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ