Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାରତୀୟ ଜନତା ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଏକ ମିଶ୍ରଣ ପର୍ବର କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୩/୦୯ (ଜଗନ୍ନାଥ ନାଏକ) : ଭାରତୀୟ ଜନତାପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନ ଜୀବି ଶ୍ରୀ ସଂଜୀବ ଯୋଶୀଙ୍କୁ ଭାରତୀୟ ଜନତାପାର୍ଟି ର ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଅନ୍ୟ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ | ଶ୍ରୀ ଯୋଶୀ କାଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ଏବଂ କୃଷି କୁ ନେଇ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଉପରେ କାମ କରିବା ତାଙ୍କର ଲକ୍ଷ୍ଯ ତାସହ । କଳାହାଣ୍ଡି ଜିଲ୍ଲାରେ ଭଲ କାର୍ଯ୍ୟକର୍ତ୍ତା ହୋଇ କାମ କରିବା ତାଙ୍କର ମୂଳ ଉଦେଶ୍ୟ ।