Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ପରିସରର ଦୁର୍ଗନ୍ଧମୟ

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ରାସ୍ତା ଘାଟ, ସ୍କୁଲ କଲେଜ, ବିଭିନ୍ନ କାର୍ଯ୍ୟଳୟ ପରିସରରେ ସ୍ୱଛତା ପରିସ୍କାର ସେବା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରେଙ୍ଗାଲି ରାଜସ୍ୱ ନିରକ୍ଷକ କାର୍ଯ୍ୟଳୟ ସମ୍ପୂଣ ବ୍ୟତିକ୍ରମ ହୋଇ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l କାର୍ଯ୍ୟ ଲୟ କୁ ପ୍ରବେଶ କରିବା ରାସ୍ତା ରେ ମଳମୂତ୍ର ଦୁର୍ଗନ୍ଧ ବାସ୍ନା ପାଣି ନାଳ ଅତିକ୍ରମ କରି ପ୍ରଦିଦିନ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ, ସଚେତନ ବିଶିଷ୍ଟ ନାଗରିକ, ବୁଦ୍ଧିଯିବି ମହଲ ରେ ରେ ତୀବ୍ର ଅସନ୍ତୋଷ, ବିରକ୍ତି ପ୍ରକାଶ ପାଉଛି,l ଏବଂ ତତ ସଂଗେ ଅଫିସ ପରିସରରେ ମଧ୍ୟ୍ୟ ଆଦୌ ପରିଷ୍କାର ପରିଚ୍ଛନ୍ନ ପ୍ରତି ଦୃଷ୍ଟି ଦିଆଯଉନାହିଁ, l ଯଦି କାଯ୍ୟଳୟ ରେ ସଚେତନ କର୍ମଚାରୀ ମାନଙ୍କ ଦ୍ୱାର ସରକାର ଙ୍କ ସ୍ୱଛତା ପରିଷ୍କାର ପ୍ରତି ଉଦାସୀନତା ତାହେଲେ ସ୍ୱଛତା ଓ ସେଵା ଯୋଜନା ର ସଫଳତା ପ୍ରଶ୍ନ ବାଚୀ ଏବଂ ସଂନ୍ଦେହେ ହେଉ ଛି, l ତୁରନ୍ତ ସରକାରୀ କାର୍ଯଳୟ ଗୁଡିକ କୁ ସ୍ଵଛ ପରିଷ୍କାର ପାଇଁ ଧ୍ୟାନ ଦିଆଯାଉ ଜନସାଧାରଣ ରେ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ