Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଢୁଷଗୁଡା ରେତ ଜଳ ସେଚିତ ବାମ କେନାଲ ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ , ଅଗ୍ନିଶମ ବିଭାଗ ପକ୍ଷରୁ ମୃତ୍ୟୁ ଦେହ ଉଦ୍ଧାର

କଳାହାଣ୍ଡି, ୧୭/୧୦ (ଜଗନ୍ନାଥ ନାଏକ) : ବ୍ରେକିଙ୍ଗ ନ୍ୟୁଜ
ଧୂଷଗୁଡା ରେତ ଡ୍ୟାମ ରେ ଜଳ ସେଚିତ ବାମ କେନାଲ ରେ ଜଣେ ଛାତ୍ର ପାଣିରେ ବୁଡି ମୃତ୍ୟୁ , ସୂଚନା ଅନୁଯାୟୀ ଯୁବକ ଟି ଭବାନୀପାଟଣା ସହର ର ପ୍ରିୟ ରଂଜନ ପାଣିଗ୍ରାହୀ ଏକ ମାତ୍ର ପୁଅ ପ୍ରତୁସ ପାଣଗ୍ରାହୀ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ସଦର ଆଇଆଇସି ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର ରଖିଥିବା ଜଣାପଡ଼ିଛି।