Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାରିପାଲି ଗ୍ରାମରେ ବଏଲ ଯାତ୍ରା ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାରିପାଲି ଗ୍ରାମ ରେ ବଏଲ ଯାତ୍ରା ସମ୍ପର୍ଣ୍ଣ ହୋଇଛି। ବୁଧବାର ଦିନ ମା ସମଲେଶ୍ବରୀ ଙ୍କ ପୂଜା କରାଯାଇ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମା ଙ୍କ ପୂଜା କରାଯାଇ ଗ୍ରାମ ରେ ମା ଙ୍କୁ ପରିକ୍ରମା କରାଯାଇଥିଲା। ଏହି ଯାତ୍ରା ରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ ଙ୍କ ପୁଅ ବିଶାଳ ଦାସ, ଦେବେନ୍ଦ୍ର କିଶୋର ପତି, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ନାରାୟଣ ଶର୍ମା, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମୋତିଲାଲ ତନ୍ତୀ, ମହେନ୍ଦ୍ର ଓରାମ ପ୍ରମୁଖ ଉପସ୍ଥିତ ରହି ମା ଙ୍କ ଆଶୀର୍ବାଦ ନେଇଥିଲେ। କୃଷ୍ଣ ଗୁରୁ, ସଂକୀର୍ତ୍ତନ ପ୍ରମୁଖ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ