Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡା.ରାସେଶ୍ବରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ୍ ପକ୍ଷରୁ ସହାୟତା ପ୍ରଦାନ

ସମ୍ବଲପୁର: ସ୍ଥାନୀୟ ଡା.ରାସେଶ୍ବରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ୍ ପକ୍ଷରୁ ୩ ଜଣ ଅସହାୟ ଶିଶୁଙ୍କ ଚିକିତ୍ସା ୨୦ ହଜାର ଟଙ୍କା ଲେଖାଏଁ ଓ ପାଠ ପଢିବା ପାଇଁ ଜଣଙ୍କୁ ୧୫ ହଜାର ମିଶାଇ ମୋଟ ୭୫ ହଜାର ଟଙ୍କ ପ୍ରଦାନ କରାଯାଇଛି।ସଂସ୍ଥାର ସଂସ୍ଥାପକ ଡା.ରାସେଶ୍ବରୀ ପାଣିଗ୍ରାହୀ , ଟ୍ରଷ୍ଟ୍ ସଂପାଦକ ସୁବାଷ ପାଣିଗ୍ରାହୀ , କୋଷାଧ୍ଯକ୍ଷ ସ୍ୱରୂପ ପୁରୋହିତ ,ଟ୍ରଷ୍ଟ୍ ସଭ୍ୟ ଡଃ. ନିରୂପମା ବଡପଣ୍ଡା,ସୁଧିର ପୂଝାରୀ, ଦେଵାଶିଷ ନନ୍ଦ,ଶିବ ନନ୍ଦ ଓ ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି କେନ୍ଦ୍ରିୟ ଅବକାରୀ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅର୍ଜୁନ କିଶୋର ପଣ୍ଡା ଉପସ୍ଥିତ ଥିଲେ।