Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାର୍ତ୍ତିକେଶ୍ୱର ମହୋତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ

ସମ୍ବଲପୁର(ହୀରାକୁଦ):କାର୍ତ୍ତିକେଶ୍ୱର ମହୋତ୍ସବ ଉପଲକ୍ଷେ ଜିଗ ଜାଗ କ୍ଲବ ଠାରେ ଚଳିତ ବର୍ଷର ବିଭିନ୍ନ ପ୍ରତିଗୋଗିତା ଆଜି ଆରମ୍ଭ ହୋଇ ଯାଇଛି। ପୂର୍ବ ସୂଚୀ ଅନୁଯାଇ କାର୍ତ୍ତିକ ମାସର ପ୍ରଥମ ରବିବାର ଦିନ ଚିତ୍ରାଙ୍କନ ଓ ରଚନା ପ୍ରତିଗୋଗିତା ଅନୁଷ୍ଠିତ ହୋଯାଇଅଛି।ପ୍ରଥମ ଦିନରେ ୩୧୫ ଜଣ ପ୍ରତିଯୋଗୀ ଭାଗ ନେଇ ଥିଲେ।ଆଗକୁ ୱାଲ୍ ପେଣ୍ଟିଂ, କୁଇଜ୍,ମେହେନ୍ଦି,ମ୍ୟୁଜିକଚେୟାର,ନୃତ୍ୟ ଓ ଗୀତ ପ୍ରଭୃତି ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।