Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୫ଟି ପରେ ଆସିଲା ୫ସି:”ମୋ ସ୍କୁଲ ଅଭିଯାନ”ର ଅଂଶବିଷେଶ

ଭୁବନେଶ୍ବର:ରାଜ୍ୟର ଶିକ୍ଷା କ୍ଷେତ୍ରରେ ଲାଗୁ ହେବ ୫ ସି।ଏହି ୫ ସି ମଧ୍ୟରେ ରହିଛି କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ ୫ଟି ପରେ ଏବେ ୫ ସି ଯୋଜନା ‘ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବା ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି ।ତେବେ ଏହାର କାର୍ଯ୍ୟକାରିତା କି ପ୍ରକାରେ ହେବ ,ତାକୁ ନେଇ ଶିକ୍ଷକ ଓ ଶିକ୍ଷାର୍ଥୀ ସନ୍ଧିହାନରେ। ଏଣୁ ସରକାର ଖୁବ ଶିଘ୍ର ୫ସିକୁ ନେଇ ନିଜର ଆଭିମୁଖ୍ଯ ସ୍ୱଷ୍ଟ କରିବେ ବୋଲି ପ୍ରସ୍ତୁତି ଆରମ୍ଭ କରୁଥିବା ସୂଚନା ମିଳିଛି । କିନ୍ତୁ କେବେ ଓ କିଭଳି ଏହା ହେବ ତାହା ଏଯାଏ କୌଣସି ନିର୍ଦ୍ଦିଷ୍ଟ ଭାବେ ସୂଚନା ନାହିଁ।