Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତେଲେଙ୍ଗେନା ବିଧାନସଭା ନିର୍ବାଚନ: ଓଡିଶାରୁ ଆସଫ ରହିଲେ ପର୍ଯ୍ୟବେକ୍ଷକ

ସମ୍ବଲପୁର: ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତେଲେଙ୍ଗନା ରାଜ୍ୟ ପାଇଁ କଂଗ୍ରେସ ଦଳ ପାଇଁ ଓଡିଶାରୁ ଏକମାତ୍ର ପର୍ଯ୍ୟବେକ୍ଷକ ଭାବେ ସ୍ଥାନ ପାଇଛନ୍ତି ସମ୍ବଲପୁରର ତଥା ରେଢାଖୋଲ ନିବର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥି ଭାବେ ନିର୍ବାଚନ ଲଢିଆସୁଥିବା ଏଆଇଆଇସି ସଭ୍ୟ ଆସଫ ଅଲ୍ଲୀଖାଁ।ସିକନ୍ଦରାବାଦର ନାମପାଲି ବିଧାନସଭା ନିର୍ବଚନ ମଣ୍ଡଳୀ ପାଇଁ ସେ ଅତିରିକ୍ତ ପର୍ଯ୍ୟବେକ୍ଷକ ହୋଇଥିବା ଏଆଇଆଇସି ଘୋଷଣା କରିଛି। ବିଶେଷତଃ ମୁସଲିମ୍ ସଂପ୍ରଦାୟ ଅଧିବାସୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହି ନିର୍ବାଚନ ମଣ୍ଡଳୀରେ ଆସଫଙ୍କୁ ଏଆଇଆଇସି ଗୁରୁତ୍ୱ ଦେଇଛି। ମୁସଲିମ ସଂପ୍ରଦାୟ ବସବାସ କରୁଥିବା ତେଲେଙ୍ଗନା ରାଜ୍ୟର ୧୫ ଟି ନିର୍ବାଚନ ମଣ୍ଡଳୀରେ ଏହିଭଳି ୧୫ ଜଣଙ୍କୁ ଆତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡିଶାରି ଏକମାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ଆସଫ ସ୍ଥାନ ପାଇଛନ୍ତି ।