Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଜଙ୍ଗଲ ଜମି ଯୋଜନାରେ ସ୍ୱତନ୍ତ୍ର ପଲ୍ଲୀସଭା

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଆଦିବାସୀ ବିଭାଗ ତରଫରୁ ଜଙ୍ଗଲ ଅଧିକାର ଆଇନ ର ମୋ ଜଙ୍ଗଲ ଜମି ଯୋଜନାର ସ୍ୱତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା ଏଥିରେ ରାଜପୁତ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପିତାମ୍ବର କିର୍ଷାନି ସଭାପତିତ୍ୱ କରିଥିଲେ ଓ ସେମିଲିଗୁଡା ତହସିଲ ରୁ ଜଙ୍ଗଲ ଅଧିକାର ଆଇନ ସଂଯୋଜକ ଶ୍ରୀ ଅଜୟ କୁମାର ଦଳେଇ,ପଂଚାୟତ ନିର୍ବାହୀ ଅଧିକାରୀ ଲତା ପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହର ପ୍ରସାଦ ଦାସ୍, ସମିତି ସଭ୍ୟ, ପେସା ସଂଯୋଜକ ପ୍ରମଦ ଗ୍ରାମ୍ୟ ରୋଜଗାର ସେବକ ମନୋଜ ହିଆଲ ପଞ୍ଚାୟତ ସାଧନ ବ୍ୟକ୍ତି ଧନପତି ସୁପିଆ, ସି ଏସ ଏନ ଆର ସଂଯଜୋକ ସଦେବ ବାଘ, ଏଫ୍ ଇ ଏସ୍ ସଂଯଜୋକ ତ୍ରିନାଥ ଗୁଣ୍ଠା ଉପସ୍ଥିତ ଥିଲେ ଉକ୍ତ ସଭାରେ ରାଜପୁତ ପଂଚାୟତର ସବୁ ଗ୍ରାମରୁ ଜଙ୍ଗଲ ଅଧିକାର କମିଟି ସହ ସମସ୍ତ ଲୋକ ଜଗଦେଇଥିଲେ ଓ ଗ୍ରାମର ୱାର୍ଡ ସଭ୍ୟ ମାନେ ଉପସ୍ଥିତ ରହିଥିଲେ I ଏଥିରେ ମୁଖ୍ୟତଃ ସରକାରଙ୍କ ମୋ ଜଙ୍ଗଲ ଜମି ଅନୁସାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର , ଗୋଷ୍ଟୀଗତ ଅଧିକାର , ଓ ଗୋଷ୍ଟି ସମ୍ବଳ ଅଧିକାର ବିଷୟରେ ଚର୍ଚ୍ଚା କରାଗଲା ଜଙ୍ଗଲ ଅଧିକାର କମିଟି ଗଠନ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଓ ଜଙ୍ଗଲ ଅଧିକାର ଆଇନର ସେମିଲିଗୁଡା ତହସିଲ ରୁ ଆସିଥିବା ସଂଯୋଗକ ଅଜୟ କୁମାର ଦଳେଇ ପରିଚାଳ
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ