Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର: ମାଗଣାରେ ମିଳୁଛି ରୋଟି,ତରକାରୀ

ସମ୍ବଲପୁର: ମାଗଣାରେ ମିଳୁଛି। ରୋଟି,ରତକାରୀ ଓ ଆଚାର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେବି ଖବର ସତ।ଖିଦମତ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ‘ରୋଟି ବ୍ୟାଙ୍କ’ ନାମରେ ଚାଲିଛି ଏଭଳି ସେବା।ଯାହାକି ସହରର ଗରୀବ ଅସହାୟ ବ୍ୟକ୍ତି ଏଠାକୁ ଆସି ନିଶୁଳ୍କରେ ରୋଟି, ତରକାରୀ ଓ ଆଚାର ପ୍ରତ୍ୟେକ ଦିନ ଖାଉଛନ୍ତି। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ସହରର ପିରବାବା ଛକରେ।ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରତିଦିନ ଏଭଳି ସେବା ଅବ୍ୟାହତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories