Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଧାମାଧବ ସତସଙ୍ଘ ମଣ୍ଡଳୀ ପକ୍ଷରୁ ବାଲ୍ୟ ଭୋଜନ

ସମ୍ବଲପୁର:ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ବଡବଜାର ସ୍ଥିତ ରାଧାମାଧବ ସତସଙ୍ଘ ମଣ୍ଡଳୀର ଅନେକ ମହିଳା ମାସ ସାରା ହବିସ ପାଳନ କରି ଆସିଥିଲେ। ଆଜି ଚତୁର୍ଦସୀ ଉପଲକ୍ଷେ ରାଧାମଧଵ କଲ୍ୟାଣ ମଣ୍ଡପ ଠାରେ ଏକ ବାଲ୍ୟ ଭୋଜନର ବ୍ୟବସ୍ଥା କରି ଶତାଧିକ ଶିଶୁମାନଙ୍କୁ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଉଷା ପ୍ରଧାନ,କବିତା ପୁରୋହିତ ,ମଞ୍ଜୁ ମେହେର, ପୂର୍ଣ୍ଣିମା ମେହେର, ସରୋଜିନୀ ମେହେର,ଅମ୍ବିକା ବାଗ ପ୍ରମୁଖଙ୍କ ତତ୍ପାବଧାନରେ ହବିସାନ୍ନଙ୍କ ଉପସ୍ଥିତିରେ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ