Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ରୋଣାଚାର୍ଯ୍ୟ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ଉପଲକ୍ଷେ ୭କିମି ଗଣଦୌଡ଼ ଓ ମଶାଲ ଯାତ୍ରା

କଳାହାଣ୍ଡି, ୨୩/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସ୍ଥିତ ଦ୍ରୌଣା ଚାର୍ଯ୍ୟ ସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ପାଳନ ଉପଲକ୍ଷେ ଅଧ୍ୟକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କ ନେତୃତ୍ବରେ କେସିଙ୍ଗା ସହରର ଗୌରୀଶଙ୍କର ମନ୍ଦିର ଠାରୁ ସ୍କୁଲ ଯାଏ ୭କିମି ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାଵ ଙ୍କ ମିଳିତ ଉଦ୍ୟମ ରେ ଗଣଦୌଡ଼ ଓ ମଶାଲ ଯାତ୍ରା ଶନିବାର ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ସ୍କୁଲ ର ୭ଶହଛାତ୍ରୀଛାତ୍ର ଅଂଶଗ୍ରହଣ କରି କବାଡ଼ି, ଖୋଖୋ, ଭଳିବଲ, ଲଙ୍ଗ ଜମ୍ପ ,ହାଇ ଜମ୍ପ ଇତ୍ୟାଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ଏହି ଉଦ୍ଘାଟନୀ ଉତ୍ସବ କୁ କେସିଙ୍ଗା ଆଇ ଆଇ ସି ପ୍ରଦୁମ୍ମ ମହାପାତ୍ର, ବୋରିଆ ସରପଞ୍ଚ ରିମା ନାୟକ, ଉଦଘାଟନ କରିଥିଲେ।ଏହି କ୍ରୀଡା ପ୍ରତି ଯୋଗିତା ୧୬ ତାରିଖ ଠାରୁ ୨୧ ତାରିଖ ଯାଏଚାଲିଥିଲା ଶେଷ ଦିନରେ ସମସ୍ତ ଛାତ୍ର ଛାତ୍ରୀ
ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ମୁଖ୍ୟ ଅତିଥି ହିସାବରେ ଚନ୍ଦନ ସେନାପତି ଓ ଫ୍ଲିମ୍ ଜଗତ ର ଅଭିନେତା ଆଫ୍ଟାବ ଶିବ ଦଶାନିଯୋଗଦାନ କରିଥିଲେ ସବୁ ପ୍ରକାର ର ନାଟ୍ୟ ଗୀତ କାର୍ଯ୍ୟ କ୍ରମ ମଧ୍ୟ ହୋଇଥିଲା