Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ଶିକ୍ଷକ ଙ୍କ ପରଲୋକ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଚାଉଳ ଡିପୋ ର ନିବାସୀ ପୂର୍ବତନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ 62ବର୍ଷ ବାୟସ ରେ ପରଲୋକ ହୋଇଯାଇଛି। କିଡନୀ ରୋଗ ରେ ଆକ୍ରାନ୍ତ ଥିଲେ। ସେ ଜଣେ ଛାତ୍ର ପ୍ରେମୀ ଶିକ୍ଷକ, ପରପୋକାରୀ, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗ ରେ ରେଙ୍ଗାଲି ରେ ଶୋକ ର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କର ସ୍ତ୍ରୀ, ପୁଅ, ଝିଅ, ଭାଇ, ପୁତୁରା, ସମସ୍ତେ ଉପସ୍ଥିତ ଥିଲେ। ଶୁକ୍ରବାର ଦିନ ରେଙ୍ଗାଲି ଶ୍ମଶାନ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଥିଲା। ତାଙ୍କର ପୁଅ ମୁଖଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ