Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବପୁରୁଣା ବିଜେଡି କର୍ମୀଙ୍କ ପକ୍ଷରୁ ସ୍ଵାଭିମାନୀ ସମାବେଶ ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପୁରୁଣା ବିଜେଡି କର୍ମୀ ଙ୍କ ଏକ ସ୍ଵାଭିମାନୀ ସମାବେଶ ଅନୁଷ୍ଠିତ ହୋଇଥିଲା। ପୁରୁଣା ବରିଷ୍ଠ ବିଜେଡି କର୍ମୀ ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତା ରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। 2019 ନିର୍ବାଚନ ରେ ବିଜେଡି ର ପରାଜୟ ଓ ଆଗାମୀ ନିର୍ବାଚନ ରେ କିପରି ଦଳ ବିଜୟ ହେବ ସେଥିପାଇଁ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ପୁରୁଣା ବିଜେଡି କର୍ମୀ ମାନଙ୍କୁ ଅଣଦେଖା କରାଯାଉଥିବାରୁ 2019 ନିର୍ବାଚନ ରେ ବିଜେଡି ପରାଜୟ ହୋଇଥିବାରୁ ଏବେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଚୟନ କରାଯାଇଥିଲା। ଏହି ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆଗାମୀ ଦିନରେ ଦଳର ନେତୃତ୍ୱ ମଣ୍ଡଳୀକୁ ସାକ୍ଷାତ କରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ। ପୁରୁଣା କର୍ମୀ ଙ୍କୁ ଏବେ ଅଣଦେଖା କରାଯାଉଥିବା ର ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ