Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ଓଡ଼ିଶା ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଜମନକିରା : ସର୍ବ ଭାରତୀୟ ଡ୍ରାଇଭର ମହା ସଂଘର ଆହ୍ବାନ କ୍ରମେ ଜମନକିରା ବ୍ଲକରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସହର ଉପକଣ୍ଠ ଜାତୀୟ ରାଜପଥ ଛକରେ ଡ୍ରାଇଭର ମାନେ ବିଭନ୍ନ ସ୍ଲୋଗାନ ଦେଇ ଦୁର୍ଘଟଣା ପାଇଁ ଡ୍ରାଇଭର ମାନଙ୍କ ବିରୋଧରେ ହୋଇଥିବା କେନ୍ଦ୍ରୀୟ ଆଇନ ବିରୋଧ ସ୍ଲୋଗାନ ଦେଇ ଏହି ଆଇନର ଉଚ୍ଛେଦ ଦାବି କରିଥିଲେ।ଏହା ବ୍ୟତୀତ ରାଜ୍ୟ ତଥା କେନ୍ଦ୍ର ସରକାର ବାରମ୍ବାର ପ୍ରତିଶୃତି ଦେଇ ପାଳନ କରୁ ନଥିବାରୁ ତୀବ୍ର ପ୍ରତିବାଦ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ