ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭମ୍ ମେହେର ରାଜ୍ୟ ସ୍ତରୀୟ ୟୁଥ୍ ପାର୍ଲିଆମେଣ୍ଟ ପ୍ରତିଯୋଗିତାରେ ଶୁଭମ ମେହେରଙ୍କ ସଫଳତା ସ୍କୁଲ ପାଇଁ ଗୈାରବ ଆଣିଛନ୍ତି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୁଭମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଆଲୋଚନା ରେ ସକ୍ରିୟ ଭୂମିକାରେ ଅଂଶ ଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି ।ତାଙ୍କର ଏହି ସଫଳତାରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରମାନେ ଶୁଭେଚ୍ଛା ଜଣାଇଛନ୍ତି I
ରାଜ୍ୟ ସ୍ତରୀୟ ୟୁଥ ପାର୍ଲିଆମେଣ୍ଟ ପ୍ରତିଯୋଗୀତାରେ ବୀରମହାରାଜପୁର ହାଇସ୍କୁଲ ର ଛାତ୍ର ଶୁଭମ ମେହେର ଙ୍କ ସଫଳତା
