Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ମହାମହିମ ରାଜ୍ୟପାଳ ଙ୍କ ଆଠମଲ୍ଲିକ ଗ୍ରସ୍ତ ।

ଆଜି ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କ ଆଠମଲ୍ଲିକ ଉପଖଣ୍ଡର ଆମ୍ବସରମୁଣ୍ଡାରେ ନବନିର୍ମିତ ଜଂଘାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି।ତାଙ୍କ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଯୋଗଦେବେ। ଆସନ୍ତା 15 ତାରିଖରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ଵିନୀ ପାତ୍ର ଜଗନ୍ନାଥ ସାରକା, ବାସନ୍ତୀ ହେମ୍ରମ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଠମଲ୍ଲିକ ବିଧାୟକ ରମେଶ ସାଏ ସୂଚନା ଦେଇଛନ୍ତି।