Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଂଜୀବ କୁମାର ସାହୁ

ସ୍ଥାନୀୟ ପ୍ରତିନିଧି ଆଠମଲ୍ଲିକ

ଅନୁଗୁଳ ଜିଲ୍ଲାର ଭାଙ୍ଗମୁଣ୍ଡା ଗାଁ ରେ ଭାଇ, ଭଉଣୀ ଙ୍କୁ ଗୁଳିମାଡ଼

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗାଁରେ ରାତିରେ ଶୋଇଥିବା ବେଳେ ଭାଇ,ଭଉଣୀ କୁ ଗୁଳିମାଡ଼ । ଗୁଳିମାଡ଼ରେ...

OPSC ରେ 40 ନମ୍ବର୍ ସ୍ଥାନ ହାସଲ କରିଛନ୍ତି ରଶ୍ମିରଞ୍ଜନ ରାଉତ୍

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 40 ନମ୍ବର୍ ସ୍ଥାନ...

ବିଲ୍ ପାସ୍ ପାଇଁ ଆସିଷ୍ଟାଣ୍ଡ ଇଞ୍ଜିନୟରଙ୍କ ପାଦ ଧରିଲେ ସରପଞ୍ଚ…

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ର ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କ ପାଦ ଧରିଛନ୍ତି କୁଦଗାଁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର...

ଉପଖଣ୍ଡରେ ନାହାନ୍ତି ମୁଖିଆ ଙ୍କ ସହ ତହସିଲଦାର..

ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ଉପଜିଲ୍ଲାପାଳ ଙ୍କ ଅନ୍ୟତ୍ର ବଦଳିକୁ ମାସେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ଉପଜିଲ୍ଲାପାଳ ନିଯୁକ୍ତି...

ଆଠମଲ୍ଲିକ ରେ ସର୍ବାଧିକ ବର୍ଷା ରେକର୍ଡ…

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବ୍ ଡ଼ିଭିଜନ ରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ...

କାର୍ ଦୁର୍ଘଟଣାଗ୍ରସ୍ତ, ୩ଗୁରୁତର …

ଅନୁଗୋଳରୁ ସୋନପୁର ଅଞ୍ଚଳକୁ ଯାଉଥିବା ଏକ କାର୍ (ନଂ-ଓଡି ୦୨ସିସି ୦୭୫୬) ବଇଣ୍ଡା – କିଆକଟା- ଆଠମଲ୍ଲିକ୍ ୬୨ ନମ୍ବର୍...

ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ ବଦଳି ..

ଆଠମଲ୍ଲିକ ଉପଜିଲ୍ଲାପାଳ ଡା. ଜିତେନ୍ଦ୍ର କୁମାର୍ ପାତ୍ରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି। ସଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ...

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଚାଉଳିଆ

ସକାଳୁ 7 ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟାରେ ଆଠମଲ୍ଲିକ୍ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର...

ଆସନ୍ତାକାଲି 3ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ଆଠମଲ୍ଲିକ୍ ଭୋଟର୍।

ମେ 25 ରେ ହେଉଥିବା ସାଧାରଣ ନିର୍ବାଚନ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ତିନି ପ୍ରମୁଖ ଦଳର ନେତା...

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ର ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ

ଆଜି ନିଜ ଗ୍ରାମ ଶିବମନ୍ଦିର ବାବା ବିଶ୍ଵନାଥଙ୍କ ଆଶୀର୍ବାଦ ନେ଼ଇ ବହୁକର୍ମୀ ଙ୍କ ସହ ଦର୍ଶନ କରିସାରିବା ପରେ,ପ୍ରସିଦ୍ଧ ଶୈବପୀଠ...

ବଦଳିଲେ ଆଠମଲ୍ଲିକ କଂଗ୍ରେସ୍ ପ୍ରାର୍ଥୀ…

ଆଠମଲ୍ଲିକ ବିଧାନସଭା ଆସନରେ କଂଗ୍ରେସ୍ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ଙ୍କ ସ୍ଥାନରେ ଦଳ ବରିଷ୍ଠ ରାଜନୈତିକ ନେତା ହିମାଂଶୁ ଶେଖର...

ଆଠମଲ୍ଲିକ ରେ କଂଗ୍ରେସ୍ ଘୋଷଣା କଲା ପ୍ରାର୍ଥୀ..

ଆଜି କଂଗ୍ରେସ୍ ଘୋଷଣା କରିଛି ଆଠମଲ୍ଲିକ୍ ରୁ ପ୍ରାର୍ଥୀ । ବିଜୟାନନ୍ଦ ଚାଉଳିଆଙ୍କୁ ପୁଣି ଥରେ ଏଥର ଦଳ ପ୍ରାର୍ଥୀ...