Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୭ ଜଣଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ

ଲକ୍ଷ୍ମୀପୁର ୧୮/୦୧..୨୦୨୩ ସେପ୍ଟେମ୍ବର ମାସ ସର୍ଭେ ଅନୁଯାୟୀ ଲକ୍ଷ୍ମୀପୁର ବୁର୍ଜା ପଞ୍ଚାୟତର ମାତଲାଆମ୍ବା ଗ୍ରାମର ୭୭ ଜଣ ଙ୍କୁ ଜଙ୍ଗଲ ଜମି ପଟା ତହସିଲ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି।ତହସିଲଦାର ନିର୍ମଳ କୁମାର୍ ନାୟକ ଏହି ପଟା ବଣ୍ଟନ କରିଥିବା ବେଳେ ଅତିରିକ୍ତ ତହସିଲଦାର ମାଧବ ଭତ୍ରା,
ଏଫ୍ ଆରଏ କୋଡ଼ିନେଟର ନିରଞ୍ଜନ ମିଣିଆକା,ଏମାଇଏସ ଦେବାଶିଷ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ପଟା ପାଇବା ପରେ ଲୋକଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ