Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପୋଲିସ ଥାନାରେ ନୂତନ ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ଯୋଗଦାନ

କଳାହାଣ୍ଡି, ୦୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପୋଲିସ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଗଙ୍ଗାଧର ମେହେର କାର୍ଯ୍ୟରେ ଯୋଗଦେଇଛନ୍ତି । ଏଠାକାର ପୋଲିସ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କୁ ଜୁନାଗଡ଼ ପୋଲିସ ଥାନା ଅଧିକାରୀ ଭାବରେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଯୋଗ ଦେଇଛନ୍ତି । ଶ୍ରୀ ମେହେର ଏହା ପୂର୍ବରୁ ନର୍ଲା ପୋଲିସ ଥାନାରେ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ତେବେ ଆମପାଣି ପୋଲିସ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଥମିକତା ରହିବ ବୋଲି ଶ୍ରୀ ମେହେର କହିବା ସହିତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ