Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଧନେଶ୍ୱର ଶୈବପୀଠ ରେ ରାମ ଚରିତ ମାନସ ନବାନ୍ନ ପରାୟଣ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗୋଧନେଶ୍ୱର ଶୈବପିଠରେ ଗୋଧନେଶ୍ୱର ଶିବଶକ୍ତି ସଂକ୍ରାନ୍ତି ସଂଘ ପକ୍ଷରୁ ଚାଲିଥିବା ରାମଚରିତ ମାନସ ନବାନ୍ନ ପରାୟଣ ଗୁରୁବାର ଉଦଯାପିତ ହୋଇଯାଇଛି l 9 ଦିନ ଧରି ନିତ୍ୟାନନ୍ଦ ପଣ୍ଡା ପୂଜା ପୂଜାକାର୍ଯ୍ୟ ସମାପନ କରିଥିବାବେଳେ ପୂରାଣ ଗାୟକ ରମେଶ ଚନ୍ଦ୍ର ପୁରୋହିତ ଗ୍ରନ୍ଥ ପାଠ କରି ଥିଲେ l ଏହି କାର୍ଯ୍ୟକ୍ରମରେ ରାମଚରିତ ପଠନ ହୋଇଥିଲା l ସଂଘ ର ଉପଦେଷ୍ଟା ଡି ଲେଶ୍ଵର ପ୍ରଧାନ ଓ ପ୍ରେମଶିଳା ପ୍ରଧାନ ସପତ୍ନିକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ I ସଂଘ ର ସଭାପତି ପ୍ରଭଞ୍ଜନ ପଧାନ ଙ୍କ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l