Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ

ସମ୍ବଲପୁର:ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ସ୍ଥାନୀୟ ବିଜୁ ସ୍ମୃତି କମିଟି ଠାରେ ପାଳନ ହୋଇ ଯାଇଛି।ବିଜୁ ବାବୁଙ୍କ ଫୋଟ ଛବିରେ ମାଲ୍ୟାର୍ପଣ, ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ହୋଇଥିଲା ।ଏହି ଅବସରରେ ସମ୍ବଲପୁର ରେଙ୍ଗାଲି ପର୍ଯ୍ୟବେକ୍ଷକ ଶୋଭାଗ୍ୟ ନାୟକ, କାଲିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ତଥା ବିଜେଡ଼ି ମୁଖପାତ୍ର ସଞ୍ଜୟ କୁମାର ବାବୁ,ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ ଥାପା,ବିଜୁ ସ୍ମୃତି କମିଟି ଉପସଭାପତି ସତ୍ୟେନ୍ଦ୍ର ଦାଶ,ବିଜୁ ସ୍ମୃତି କମିଟି ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ କୁମାର ଦାଶ, ଶେଷଦେଵ ଗୁରୁ,ମାୟାଧର ଜେନା, ଅଶୋକ ମିଶ୍ର, ବିକ୍ରମ ରଞ୍ଜିତ,ସୁଧୀର ଦାଶ, ମାନରଞ୍ଜନ ମହାକୁଡ଼, ଆନନ୍ଦ କୁମାର, ତପନ ଦାଶ, ଯଦୁମଣି ନାଗ, ସୁନୀଲ ପଟ୍ଟନାୟକ, ଶୁଶାନ୍ତ ମିଶ୍ର, ଦାମଧର ମଲ୍ଲିକ ଓ ସୁଧୀର ନାୟକ ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ