Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଟୁପାଲି ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ଗ୍ରାମରେ ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁନବ ବର୍ଷ ପାଳିତ ହୋଇଯାଇଛି । ଏଥିରେ ପ୍ରଥମେ ଗୈରୀକ ଧ୍ୱଜାକୁ ପୂଜା କରିବା ପରେ ଗ୍ରାମ ପରିକ୍ରମା କରାଯାଇଥିଲା । ସମସ୍ତଙ୍କୁ ପ୍ରଦାନ କରି ଘରେ ଘରେ ଲଗେଇବାକୁ ସଚେତନ କରାଯାଇଥିଲା । ଜନାର୍ଦ୍ଦନ ବ୍ରହ୍ମଚାରୀ ଙ୍କ ଉପସ୍ଥିତିରେ ଶାଖାର ଶମ୍ଭୁରାଜ କର୍ଣ୍ଣ , ଧବଳେଶ୍ଵର ଭୁକ୍ତା ,ନିରଞ୍ଜନ ମେଲ୍ଲୀ , ଶାନ୍ତନୁ ମେଲ୍ଲୀ , ଗୋପୀ ଦେହେରୀ , ଗୋବିନ୍ଦ ଭୋଇ ଙ୍କ ସମେତ ଅନେକ ସଦସ୍ୟ ଯୋଗଦାନ କରିଥିଲେ।