Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅମରପାଲି ଫଳଡ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମର ପାଲି ସ୍ଥିତ ଭଗବାନ ସାହୁ ଖେଳ ପଡିଆରେ ଅମରପାଲି ଫ୍ଲଡ୍ ଲାଇଟ୍ କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି l କ୍ରୀଡାବିତ ଜୟ ପ୍ରକାଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ଅମ୍ବିତ ପ୍ରଧାନ ଉପସ୍ଥିତ ଥିଲେ I ଉଦଘାଟନୀ ମ୍ୟାଚ ଟି କର୍ଡାପାଲ ଓ ଗୁଦଗୁଦା ମଧ୍ୟରେ ହୋଇଥିବା ବେଳେ କର୍ଡାପାଲ ବିଜୟୀ ହୋଇଥିଲା I