Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବିଜେଡ଼ି କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧବାର୍ଷିୀକ ପାଳନ ।

ରେଙ୍ଗାଲି ବ୍ଲକ ରେଙ୍ଗାଲି ବିଜେଡ଼ି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧବାର୍ଷିୀକ ପାଳନ କରାଯାଇଥିଲା। ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ଜାଳି ଶ୍ରାଦଧବାର୍ଷିକୀ ପାଳନ କରାଯାଇଥିଲା। ଅଶୋକ ଗୁରୁ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଓ ବିଶ୍ୱକେଶନ ବିଶ୍ୱାଳ ସଭା ପରିଚାଳନା କରିଥିଲେ। ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ, ସମ୍ୱଲପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ମହେନ୍ଦ୍ର ଓରାମ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ, ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ, ପୂର୍ବତନ ବିଧାୟକ ରମେଶ ପଟୁଆ, ନାରାୟଣ ଶର୍ମା, ଜୟତରଥ ବିଶ୍ୱାଳ, ପ୍ରଦୀପ ସାହୁ, ଅଶ୍ୱିନୀ ପଟେଲ, ଚିତ୍ତରଞ୍ଜନ ବାଗ, ମୁରାରୀ ବିଶ୍ୱାଳ, ସୁବାସ ସିଂ ପ୍ରମୁଖ ଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ