ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ, ବରୀ- ବିଶ୍ବରଂଜନ ମଲ୍ଲିକ, ହିନ୍ଦୋଳ- ମହେଶ ସାହୁ, ରଘୁନାଥପଲ୍ଲୀ- ଅର୍ଚ୍ଚନାରେଖା ବେହେରା , କାକଟପୁର- ତୁଷାରକାନ୍ତି ବେହେରା, ବାଲିକୁଦା ଏରସମା-ସାରଦା ପ୍ରସାଦ ଜେନା, ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି
ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା
