Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଓକିଲ ସଂଘର ଆଇନ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଂଘ ପକ୍ଷରୁ ଆଇନ ଦିବସ ପାଳିତ ହୋଇଯାଇଛି I ସଂଘ ସମ୍ପାଦକ ଭରତ ଲାଲ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ପ୍ରଥମେ ମଧୁବାବୁଙ୍କ ତୈଲ ଚିତ୍ରରେ ପୁଷ୍ପମାଲ୍ୟ ପୂର୍ବକ ସ୍ମୃତି ଚାରଣ କରିଥିଲେ I ଏଥିରେ ସଂଘ ର ସହ ସମ୍ପାଦକ ବିଭୁତି ଭୂଷଣ ହୋତା , ବରିଷ୍ଠ ସଭ୍ୟ ସୁଶୀଲ କୁମାର ପାଣିଗ୍ରାହୀ , ଯୁଧିଷ୍ଠିର ସାହୁ ସଂଜୀବ ପ୍ରଧାନ , ଚିତ୍ତରଞ୍ଜନ ସେଠୀ , ସବିତା ପଣ୍ଡା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l