Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିରେ ସାମିଲ ହେଲେ ଶହେରୁ ଊର୍ଦ୍ଧ୍ବ ବିଜେପି କର୍ମୀ

ସାଲେପୁର: ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଦୁଇ ପଞ୍ଚାରୁ ଶତାଧିକ ବିଜେପି କର୍ମୀ ବିଜେଡିରେ ହୋଇଛନ୍ତି ସାମିଲ ।
ନିଶ୍ଚିତକୋଇଲ ବ୍ଲକର କଟିକଟା ଓ ବଡଖିରି ପଞ୍ଚାୟତର ୧୦୦ରୁ ଅଧିକ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ନିଶ୍ଚିନ୍ତକୋଇଲି ବିଜେଡ଼ି କାର୍ଯ୍ୟାଳୟରେ ସେମାନେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ସମସ୍ତ କର୍ମୀମାନଙ୍କୁ ଭବ୍ୟ ସ୍ବାଗତ କରି ବିଜେଡ଼ିରେ ସାମିଲ କରିଥିଲେ ପ୍ରତାପ ଜେନା ।