Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଣ୍ଡା ବାହାଲ ଗାଁ ରେ ଛାତରୁ ପଡି ବୃଦ୍ଧା ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସ୍ଥିତ ଗଣ୍ଡା ବାହାଲ ଗ୍ରାମରେ ଛାତରୁ ପଡ଼ି ଜଣେ ବୃଦ୍ଧା ର ମୃତୁ ହୋଇଥିବା ଜଣାପଡିଛି l ମୃତକ ଜଣକ ହେଲେ ସୁନ୍ଦରୀ ବାରିକ ( 75) I ପ୍ରକାଶ ଯେ ମଙ୍ଗଳବାର ଅପରାହ୍ଣରେ ସୁନ୍ଦରୀ ନିଜର ଘର ଛାତ ଉପର କୁ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସି ପଡିଥିଲେ I ପରିବାର ଲୋକ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ I