Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ପୁଲିସ ପକ୍ଷରୁ ଜୋରଦାର ଯାନବାହାନ ଯାଞ୍ଚ

ବୀରମହାରାଜପୁର : (ସୌମିତ୍ରି ମେହେର) ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ବୀରମହାରାଜପୁର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଥିବା ଜଣାଯାଇଛି । ସ୍ଥାନୀୟ କର୍ଡାପାଳ , କେନଝିରିଆପାଲି , ଘିଚାପାଲି , ମେଟାକାନୀ , ଖଣ୍ଡହତା , ଗୋବିନ୍ଦପୁର , ଗରିଆମୁଣ୍ଡା , ଅମରପାଲି ଆଦି ବିଭିନ୍ନ ଛକ ମାନଙ୍କରେ ଗାଡି ମଟର ଗୁଡ଼ିକୁ ତନଖି କରାଯାଇଥିଲା। ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍ ପକ୍ଷରୁ ବିଦ୍ୟାଧର ଦାସ , ଏଏସଆଇ ସନ୍ତୋଷ ଗୌଡ ପ୍ରମୁଖ ଏଥିରେ ନେତୃତ୍ବ ନେଇଥିଲେ।