Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡିଶାରୁ ହଟିଲା ୫ଟି ମୋ ସରକାର

ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୫ଟି ଓ ମୋ ସରକାର ବନ୍ଦ କରିଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସରେ ମଧ୍ୟ ଏ ବିଷୟ ପୋଷ୍ଟ କରିବା ସବୁ ମହଳରେ ଏହାକୁ ସ୍ୱାଗତ କରାଯାଇଛି।ଏହି ନିର୍ଦ୍ଦେଶ ଆସିବା ପରେ ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ଏଭଳି ବୋର୍ଡ ହଟାଇବାକୁ ଯୁଦ୍ଧକାଳିନ ଭାବେ କର୍ମଚାରୀ ତତ୍ପର ହୋଇ ଉଠିଛନ୍ତି।ଓଡିଶାରେ ୫ଟି କିମ୍ବା ମୋ ସରକାର ଭଳି ଆଉ କୌଣସି ବ୍ୟବସ୍ଥା ରହିବ ନାହିଁ।