Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିତ ଶିକ୍ଷକ ସଂଘ ପକ୍ଷରୁ ବୀରମହାରାଜପୁର ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିଳିତ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲl ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଶିକ୍ଷକ ସଂଘ ର ସଭାପତି ଯୁଗଳ କିଶୋର ମିଶ୍ର ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ କମିଟିର ସମ୍ପାଦକ ମେଘନାଦ ଭୋଇ , ପ୍ରବୀର ଦାସ , ପ୍ରାଣବନ୍ଧୁ ସାହୁ , ଦୁଖିଶ୍ଯାମ ଭୋଇ , ଗୋବିନ୍ଦ ମେହେର , ନାରାୟଣ ଜଗଦଲl , ଅକ୍ଷୟ ରାଏ , ବିଶ୍ଵାମିତ୍ର ନାଏକ , ଗୋପବନ୍ଧୁ ଭୋଇ , ଜମ୍ବେଶ୍ଵର ଦୀପ , ପଦ୍ମନାଭ ବାରିକ ଙ୍କ ସମେତ ବହୁ ଶିକ୍ଷକ ସାମିଲ ଥିଲେ I ବୀରମହାରାଜପୁର ଶିକ୍ଷକ ଭବନ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମାପନ ହେବ ବୋଲି ବିଧାୟକ ଶ୍ରୀ ଜଗଦଲl କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ