Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ମିସନଶକ୍ତି ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟାଳୟ ପରିସରରେ ମା ନାଁ ରେ ଗଛ ଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ମିସନ ଶକ୍ତି ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟାଳୟ ପରିସରରେ ‘ମା ନାଁରେ ଗଚ୍ଛ ଟିଏ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଗୌରୀଶଙ୍କର ପୂଜାହାରୀ ଙ୍କ ତତ୍ତ୍ଵାବଧାନକ୍ରମେ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏଥିରେ ଏମ୍ ବି କେ ଗୀତାଞ୍ଜଳି ଜେନା , ସଭାନେତ୍ରୀ ଅଞ୍ଜଲି କର୍ଣ୍ଣ ,ସମ୍ପାଦିକା କୌଶଲ୍ୟା ଆଡଜୁଆଳି , ହାଇସ୍କୁଲ କର୍ମଚାରୀ ଚିତ୍ତରଞ୍ଜନ ପଧାନ ଏବଂ ସଂଘ ର ସମସ୍ତ ସି ଆର ପି ଓ କାର୍ଯ୍ୟକାରୀ କମିଟି ର ମିଶନ ଶକ୍ତି ମା ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ