Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ରଥ ଯାତ୍ରା,ପୋଲିସ୍ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର:ଓଡିଶା ରାଜ୍ୟ ଡିଜିପି ଅରୁଣ କୁମାର ଷଡଙ୍ଗୀ ଆଜି ପୁରୀ ରଥ ଯାତ୍ରା ନେଇ ସମୀକ୍ଷା କରିଛନ୍ତି।ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ସୁଗମ କରିବାକୁ ପୋଲିସ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ ପୋଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଯାତ୍ରୀ ଭକ୍ତ ଭିଡ,ଟ୍ରାଫିକ୍,ପାର୍କିଂ,ୱାନବାଇ ରାସ୍ତା,ଶାନ୍ତି ଶୃଙ୍ଖଳା,ସମସ୍ତଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଗୁରୁତ୍ୱ ପୂର୍ଣ୍ଣ ଦିଗରେ ଆଲୋଚନା କରି ଏହାର ନିଷ୍କର୍ଷ ବାହାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ