Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି:ପୋଲ ଉପରେ ପାଣି:ଜୀବନ ଯାତ୍ରା ପ୍ରଭାବିତ

ମାଲକାନଗିରି :ଲଗାଣ ବର୍ଷାରେ ମାଲକାନଗିରି ପ୍ରଭାବିତ ହୋଇଛି।ପୋଲ ଉପରେ ବର୍ଷା ପାଣି ମାଡିଥିବାରୁ ଆନେକ ସ୍ଥାନରେ ଗମନା ଗମନ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି।ଏମଭି ୯୬ ପୋଲ ଉପରେ ୪ ଫୁଟ୍ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଥିବାରୁ ମୋଟୁ ଓ କାଲିମେଳା ମଧ୍ୟରେ ଯୋଗୋଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୋଙ୍ଗାରୁକେଣ୍ଡା ପୋଲ ଉପରେ ମଧ୍ୟ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ବିଜୟୱାଡା ଓ ରାଞ୍ଚି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।