Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ପୁଣି ଏକ ଲଘୁଚାପ,ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା !

ଭୁବନେଶ୍ୱର:ଆଗକୁ ପୁଣି ଏକ ଲଘୁଚାପ ହୋଇପାରେ।ଏଭଳି ସମ୍ଭାବନାର ପୁର୍ବାନୁମାନ କରିଛି ପାଣି ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଦକ୍ଷିଣ ଓଡ଼ିଶା ସହ ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି। ତେବେ ଆସନ୍ତା ୨୪ ରୁ ୨୬ ତାରିଖ ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ମଧ୍ୟ କରାଯାଉଛି।ତେବେ ଯେଉଁ ପରିମାଣରେ ବର୍ଷା ହେବା କଥା କୁହାଯାଉଛି ଅନେକ ଅଞ୍ଚଳରେ ତାହା ପ୍ରଭାବଶୂନ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ