ଭୁବନେଶ୍ବର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୟନିକାର ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଆଜି ଖୋଲିଛି।ଏହାକୁ ଉଦ୍ଘାଟନ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏଠାରେଜି.ଆଇ ମାନ୍ୟତା ପ୍ରାପ୍ତ ୯ଟି ଓଡିଶା ହସ୍ତତନ୍ତ ଉତ୍ପାଦନର ପ୍ରଦର୍ଶନ ଓ ବିକ୍ରୟ କରାଯିବ।ଓଡିଶାର ପାରମ୍ପରିକ ହସ୍ତତନ୍ତର ପ୍ରଚାର ପ୍ରସାରରେ ସହାୟକ ହେବା ସହିତ ସହଜରେ ପର୍ଯ୍ୟଟକ ଏହାର ସୁବିଧା ପାଇପାରିବେ।
ବିମାନ ବନ୍ଦରରେ ଏଥର ମିଳିବ ହସ୍ତତନ୍ତ ବସ୍ତ୍ର
