Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଓ ବୋଲେରୋ ମୁହାଁ ମୁହିଁ ଧକ୍କା୭ଗୁରୁତର

କଳାହାଣ୍ଡି,:୧୬/୦୮
ଆଜି ସକାଳ ଭୋର 3 ଟା ସମୟରେ ଜାତୀୟ ରାଜପଥ ୨୬ କେସିଙ୍ଗା ରିଲାଏନ୍ସ ଟ୍ରେଣ୍ଡସ ଦୋକାନ ସାମ୍ନାରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ସାତ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଜଣେ ସଙ୍କଟାପନ୍ନ ଅନାସ୍ଥା ରେ ଥିବାବେଳେ ବଳକା ୬ବି ଗୁରୁତର ଅଛନ୍ତି।ସମସ୍ତ ଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲ ରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି।ଏମାନେ ଛତିଶଗଡ଼ ବସ୍ତର ରୁ ହୀରାକୁଦ ବୁଲିବାକୁ ଯାଉଥିଲେ।
ରିପୋର୍ଟ-ସନତ ପ୍ରଧାନୀ