Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗାଳ୍ପିକ ସରୋଜ ସାହୁଙ୍କ ପୁସ୍ତକ ‘କାକବନ୍ଧ୍ୟା ର ଖୁସି ‘ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର:ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ,କାକବନ୍ଧ୍ୟା ର ଖୁସି,ର ଲୋକାର୍ପଣ କରିଛନ୍ତି।
ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନ ରେ ଷୋହଳ ଟି ଗଳ୍ପ ରହିଛିଛି। ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ୱାଦର ଅଟେ।ପ୍ରତି ଗଳ୍ପରେ ସମସାମୟିକ ସମାଜର ସ୍ୱର ପ୍ରତିଫଳିତ ହୋଇଛି।