Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀଷ୍ମଦେବ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ମଙ୍ଗଳବାର ଦିନ ବରଗଡ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ବସ୍ ମାଲିକ ମାନଙ୍କଙ୍କ ଉପସ୍ଥିତି ରେ ସ୍ବର୍ଗତ ଭୀଷ୍ମଦେବ ଦୋରାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦୋରା ବିଗତ ଦଶ ବର୍ଷ ବରଗଡ ଘରୋଇ ବସ୍ ମାଲିକ ସଂଘ ର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।ସେ ଜଣେ ଧର୍ମ ପରାୟଣ, ଉଦାର ଚରିତ୍ର,ଦରଦୀ ମଣିଷ ଭାବେ ଅଞ୍ଚଳ ରେ ଖୁବ ଲୋକପ୍ରିୟ ଥିଲେ।ସଭାରେ ବିକାଶ ଚନ୍ଦ୍ର ମହାପାତ୍ର ସମ୍ପାଦକ ,ସୁବ୍ରତ ଦାଶ ସାହସମ୍ପାଦକ ବରିଷ୍ଠ ସଭ୍ୟ ପୂରନ ମଲ୍ଲ୍ ସର୍ମା, ସରୋଜ ମହାପାତ୍ର, ସ୍ଶେଖ ନାଜମୁଧୀନ, ସୂର୍ଯ୍ୟ ଷଡ଼ଙ୍ଗୀ , ସୁବ୍ରତ ଧୀର, କିଷାନ ସର୍ମା, ସତ୍ୟପ୍ରିୟ ଦାସ, ସୁକାନ୍ତ ମିଶ୍ର, ବିଶ୍ୱନାଥ ଦାଶ, ଅଳତାଫ ହୁସେନ, ଅବତାବ ଝହୁସେନ, ମାହେତାବ ହୁସେନ, କ୍ଷୀରସାଗର ମିଶ୍ର, ଏମଡି ସାଳିମୁଲ୍ଲା,ଦିନେଶ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।