Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାଲେପଡ଼ାରେ ନାଗ ଚତୁର୍ଥୀ ପୂଜା।

ରେଙ୍ଗାଲି ବ୍ଳକ ସାଲେପଡ଼ା ଠାରେ ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଥିଲା। ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରେଙ୍ଗାଲି ବିଜେଡ଼ି ସଭାପତି ଅଶୋକ ଗୁରୁ, ଜିଲ୍ଲା ସାଧାରଣ ସଂପାଦକ ମହେନ୍ଦ୍ର ଓରାମ, ରେଙ୍ଗାଲି ଜୋନ-୧ ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ, ନାରାୟଣ ଶର୍ମା, ପ୍ରଦୀପ ସାହୁ, ମୁରାରୀ ବିଶ୍ୱାଳ, ଶିଶିର ସାହୁ, ତୁଳସି ଓରାମ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପଡ଼ା ନାଗ ଚତୁର୍ଥୀ ପୂଜା କମିଟି ସମସ୍ତ ସଭ୍ୟ ସହଯୋଗ କରିଥିଲା।