Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ଭବାନୀପାଟଣା: ଭବାନୀପାଟଣା ସହର ନିୟୁ ଷ୍ଟାର ସିନେପ୍ଲେକ୍ସ ଠାରେ ଶତାବ୍ଦୀ ଡାନ୍ସ କ୍ରିଏସନ, ମୋହିତ କ୍ରିୟୁ, ଫାଇନ ଆର୍ଟ ବାଏ ସତ୍ୟ,ଲିପ୍ସା ରୋଜି ଡାଏରି ଓ କଳାହାଣ୍ଡି ଡାନ୍ସ କମୁନିଟି ତରଫରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଇ ଥିଲା l ଏଥିରେ ଭବାନୀପାଟଣା ପୌରପାଳିକା ପୌରାଧକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ରୁ ବହୁ ନୃତ୍ୟ ଶିଳ୍ପୀ ଓ କଳାକାର ମାନେ ଭାଗ ନେଇଥିଲେ। ପୌରାଧକ୍ଷା ଆନ୍ତର୍ଜାତୀୟ ନୃତ୍ୟ ଦିବସ କୁ ପ୍ରଦୀପ ପ୍ରଜ୍ବଳନ କରି  ଶୁଭାରମ୍ଭ କରିଥିଲେ ଏହି କାର୍ଯକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଙ୍କ ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ