ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଗପୋଡ଼ମପେଟା ଗାଁଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛ ଅଣ୍ଡାଦାନ କରିଛନ୍ତି। ୭ ଦିନରେ ପ୍ରାୟ ୬ ଲକ୍ଷ ୪୧ ହଜାର ଅଲିଭ ରିଡଲେ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ମେ ୩୧ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହା ଅତୀତରେ ହୋଇଥିବା ଅଣ୍ଡାଦାନର ସମସ୍ତ ରେକର୍ଡ ଭଙ୍ଗ କରିଛି ।
ଋଷିକୂଲ୍ୟାରେ ଅଲିଭ ରିଡଲେଙ୍କ ରେକର୍ଡ ସଂଖ୍ଯକ ଅଣ୍ଡାଦାନ
