Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଜଟଣୀ ପୌର ନିର୍ବାହୀ ଅଧିକାରୀ

ଜଟଣୀ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଏକକାଳୀନ ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ ।
ସୁର୍ଯ୍ୟମଣୀଙ୍କ ଭୁବନେଶ୍ୱର ସ୍ଥିତ ବାସଭାବନ ଓ ଜଟଣୀ ପୌର ପରିଷଦ ଅଫିସ ପରିସରରେ ଚଢାଉ ଜାରି ରହିଛି । ଏହି ଚଢାଉରେ ୨ଟି ଟିମ୍ ସାମିଲ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ