Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପହଲଗାଓଁ ଆତଙ୍କବାଦୀଙ୍କ ଆକ୍ରମଣ ରେ ସହିଦ ଙ୍କୁ ରେଙ୍ଗାଲି ରେ ଶ୍ରଦ୍ଧାଞଳୀ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଜମ୍ମୁ କାଶ୍ମୀର ପହଲ ଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୁରୁବାର ଦିନ ରେଙ୍ଗାଲି ସ୍ବାଧିନ ଏକତା ସଙ୍ଗଠନ, ରେଙ୍ଗାଲି ବସ୍ ଷ୍ଟାଣ୍ଡ ଦୁର୍ଗାପୂଜା କମିଟି, ହିନ୍ଦୁଯୁବା ସଙ୍ଗଠନ, ଶ୍ରୀରାମ ସେନା ଆଦି ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ଓ ସଦସ୍ଯ ତଥା ରେଙ୍ଗାଲି ର ଜନସାଧାରଣ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗ ଦେଇ ଶୋକସଂତପ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରଯାଇଥିଲା l ଏବଂ ଆତଙ୍ଗବାଦୀ ଉପରେ ଦୃଢ଼ କାର୍ୟନୁଷ୍ଠାନ ପାଇଁ ଦାବୀ କରାଯାଇଟିଲା l