Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ମଣ୍ଡଳ ପକ୍ଷରୁ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଡି ଦିବସ ପାଳନ।

କଳାହାଣ୍ଡି,୨୪/୦୬
ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ଭାରତୀୟ ଜନତା ପାର୍ଟି ମୋଟେର ମଣ୍ଡଳ ପକ୍ଷରୁ ଜନ ନାୟକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭା ରେ ଉପସ୍ଥିତ କର୍ମକର୍ତ୍ତା ମାନେ ଡ଼. ମୁଖାର୍ଜୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ବରିଷ୍ଠ ନେତା ନୀଳକଣ୍ଠ ମାଝୀ,କୁଶ ବେହେରା,ଉପ ସଭାପତି
ନିଲାଞ୍ଚଲ ରାଉତ,ଯୁବ ମୋର୍ଚ୍ଚ ସଭାପତି ଧବଳେଶ୍ବର ଗୋପାଳ,ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି, ପ୍ରିୟବ୍ରତ ପଣ୍ଡା,ଶାନ୍ତନୁ ପଣ୍ଡା, ନାରିନେତ୍ରୀ ପ୍ରତିମା ପୁଝାରି ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଡ଼. ମୁଖରେ ଙ୍କ ସ୍ମୃତି ଚାରଣ ସହ ତାଙ୍କ ଦେଇଥିବା ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ