Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦାଦନ ଶ୍ରମିକରୁ ୱାର୍ଲଡ ଚମ୍ପିୟାନ ତପନ ଗଉଡଙ୍କୁ କେସିଙ୍ଗାରେ ଭବ୍ୟ ସମ୍ବର୍ଦ୍ଧନା

କଳାହାଣ୍ଡି,୧୬/୦୫-କଳାହାଣ୍ଡି ମାଟିର ଗର୍ବ ଓ ଗୌରବ ମାର୍ଶାଲ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚମ୍ପିୟାନ ତପନ ଗଉଡ ଓ ତାଙ୍କୁ ସହଯୋଗ କରିଥିବା ଗୁଜୁରାଟର ସେଠ ହରିଶ ଭାଇଙ୍କୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ତରଫରୁ କେସିଙ୍ଗା ଏନ୍ଏସି ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି । ତପନଙ୍କ ଜନ୍ମ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଐତିହାସିକ ଗାଁ ବୁଢୀପଦରରେ ! ପେଟପାିଶ ଭାଇଙ୍କ ସହାୟତାରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି !