Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ଆଜି ଘୋଷଣା ହେବ ତାରିଖ

ଭୁବନେଶ୍ବର: କେବେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ସେ ନେଇ ଆଜି ଘୋଷଣା ହୋଇପାରେ ତାରିଖ। ବୋର୍ଡ ସଭାପତିଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଆଜି ଦିନ ୧୧ଟା ୩୦ରେ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବୋର୍ଡ ସଭାପତି । ଏଥର ମାର୍ଚ୍ଚ ୧୦ରେ ହୋଇଥିଲା ପରୀକ୍ଷା। ତେବେ ଚଳିତବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପିଲା ପରୀକ୍ଷା ଦେଇଥିଲେ ।